#puriodisha Instagram Photos & Videos

puriodisha - 741 posts

Top Posts

Latest Instagram Posts

  • ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ବାଳଭୋଗ ଅନୁଷ୍ଠିତ ହେବ।
କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ ଦେବସଭା ଅନୁଷ୍ଠିତ ହେବ।  ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାରେ ଗୋଷାଣି ଭାବେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅପରାହ୍ନରେ ବାହାରି ଏହି ଦେବସଭାରେ ଯୋଗଦେବେ। ଏହାପରେ ଶ୍ରୀମନ୍ଦିରର ମହାଦ୍ୱୀପ ପ୍ରଜ୍ଜଳନ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳବିସର୍ଜନ ହେବେ।
#puriodisha
#puri#jagannathdham#odishaandodia#odisha#kartikamasa#kartikamasa2019#radhadamodarbhesa#bhubaneswarnews #bbsrnews#bhubaneswarbuzz #bhubaneswarsmartcity #bhubaneswarforyou
  • ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ବାଳଭୋଗ ଅନୁଷ୍ଠିତ ହେବ।
    କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ ଦେବସଭା ଅନୁଷ୍ଠିତ ହେବ।  ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାରେ ଗୋଷାଣି ଭାବେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅପରାହ୍ନରେ ବାହାରି ଏହି ଦେବସଭାରେ ଯୋଗଦେବେ। ଏହାପରେ ଶ୍ରୀମନ୍ଦିରର ମହାଦ୍ୱୀପ ପ୍ରଜ୍ଜଳନ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳବିସର୍ଜନ ହେବେ।
    #puriodisha
    #puri #jagannathdham #odishaandodia #odisha #kartikamasa #kartikamasa2019 #radhadamodarbhesa #bhubaneswarnews #bbsrnews #bhubaneswarbuzz #bhubaneswarsmartcity #bhubaneswarforyou
  • 3 0 9 October, 2019
  • 💥💥
.
 ପ୍ରକୃତ କଣ ଅଟେ ? ଜଗନ୍ନାଥ ପୁରୀର ରହସ୍ୟ, ଯେଉଁ ମନ୍ଦିରକୁ 5 ଥର ସମୁଦ୍ର ନିଜେ ଭାଙ୍ଗି ଦେଇ ଥିଲେ ! ପୁଣି ଷଷ୍ଠ ଥରରେ ପୁଣି କାହାର  ଆଶୀର୍ବାଦରେ  ମନ୍ଦିର ତିଆରି ହୋଇ ଥିଲା ଏତେ ସବୁ  କରାମତି କାହାର ଥିଲା ?  ଜାଣନ୍ତୁ ପୁସ୍ତକ "ଜ୍ଞାନ ଗଙ୍ଗା " ର ମାଧ୍ୟମରେ !
#puriodisha
#odia  #bbsr  #bhubaneswardiaries  #bhubaneswarbuzz  #cuttackbuzz  #odishaphotographers  #streetsofodisha  #incredibleodisha  #odiafood

  • 86 1 24 September, 2019
  • क्या कृष्ण जी की भक्ति करने से हम सुखी हो सकते है ???? जानने के लिए पढ़े पुस्तक ज्ञान गंगा , 
निःशुल्क मंगवाने के लिए अपना पूरा नाम , पता और मोबाइल नंबर कमेंट बॉक्स में जरूर दे जी । ପ୍ରକୁତରେ ଶ୍ରୀକୃଷ୍ଣ ଙ୍କର ଭକ୍ତି  କରିବା ଦ୍ୱାରା ଆମକୁ ଅସଲି ସୁଖ ହୋଇ ପାରିବ କି ???? ଜାଣିବା ପାଇଁ  ପଢନ୍ତୁ ପୁସ୍ତକ ଜ୍ଞାନଗଙ୍ଗା, ନିଃଶୁକ୍ଳ ମଗାଇବା ପାଇଁ ନିଜର ନାମ, ସମ୍ପୂର୍ଣ୍ଣ ଠିକଣା ଓ ମୋବାଇଲ ନମ୍ବର କମେଣ୍ଟ ବାକ୍ସରେ ଅବଶ୍ୟ ଦିଅନ୍ତୁ 

  • 61 0 17 September, 2019